"ଭକ୍ତି ସମର୍ପଣ" ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଆପଣଙ୍କୁ ସ୍ୱାଗତ 🙏
"ଭକ୍ତି ସମର୍ପଣ" ୟୁଟ୍ୟୁବ୍ ଚ୍ୟାନେଲ୍ ଓଡିଶା, ଓଡିଆ ଏବଂ ଓଡିଆଙ୍କ ପ୍ରାଣର ଦେବତା, ସାରା ବ୍ରହ୍ମାଣ୍ଡ ଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପିତ। "ଭକ୍ତି ସମର୍ପଣ" ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଭାବ, ଭକ୍ତିର ଭଜନ, ପ୍ରବଚନ,ମନ୍ତ୍ର, ପୁରାଣ, ପାରମ୍ପରିକ ଲୋକକଳା ଯଥା ପାଲା, ଗିତିନାଟ୍ୟ ଆଦି ପରିବେଷଣ କରାଯିବ। ଆପଣଙ୍କୁ ଅନୁରୋଧ ଚ୍ୟାନେଲ୍କୁ ସବ୍ସକ୍ରାଇବ୍ କରନ୍ତୁ ଏବଂ ଆମ ସାଙ୍ଗରେ ଯୋଡିହୋଇ ରୁହନ୍ତୁ, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ 🙏🙏🙏
"ଭକ୍ତି ସମର୍ପଣ"